କଥା ଧରି ବସିବା Kathā dhari basibā

  • ଦେ. କ୍ରି — କଥା ଧରିବା (ଦେଖ) — Kathā dharibā (See)
  • ଦେ. କ୍ରି — କୌଣସି ଘଟନା ବା ବିଷୟରେ ଜାତ ହୋଇଥିବା ଭାବକୁ ବହୁକାଳ ମନରେ ରଖିବା — To keep in mind the impression of something and to be affected thereby
  • ଦେ. କ୍ରି — ଜିଗର ଧରି ବସିବା — To be obstinate (in something)