କଥା ଛିଣ୍ଡାଇବା Kathā chhiṇḍāibā

  • ଦେ. କ୍ରି. — କୌଣସି ବିଷୟରେ ଶେଷ ନିଷ୍ପତ୍ତି କରିବା — To finally settle a matter
  • ଦେ. କ୍ରି. — ଚୁକ୍ତି କରିବା — To enter into a contract