କଥା ଉପରେ କଥା କହିବା Kathā upare Kathā Kahibā
- ଦେ. କ୍ରି. — ଜଣକର ବାକ୍ୟ ଶେଷ ନ ହେଉଣୁଁ କଥା କହିବା — 2. To speak before another person finishes speaking
- ଦେ. କ୍ରି. — ଅବାଧ୍ୟ ଭାବରେ ଗୁରୁଜନ ମାନଙ୍କୁ ଉତ୍ତର ଦେବା — To give insubordinate replies or retorts to one's elders