କତୁରା ବାଳ Katurā bāḻa

  • ଦେ. ବି. — କତୁରୀଦ୍ୱାରା କଟା ହୋଇଥିବା ମସ୍ତକସ୍ଥ କେଶ — Hair on the head after cropping
  • ଦେ. ବି. — କତୁରୀଦ୍ୱାରା ମୁଣ୍ଡରୁ କଟା ହୋଇ ତଳେ ଜମା ହୋଇଥିବା କେଶରାଶି — Hair severed from the head by cropping