କତିକି Katiki

  • ଗ୍ରା. କ୍ରି. ବିଣ — ନିକଟକୁ; ପାଖକୁ — Near
  • ଗ୍ରା. କ୍ରି. ବିଣ — ଅସୀଉକାର ସବୁରୂପେ ମୋହର ଛାଡ଼ିବାକୁ ମୁଁ କତିକି— ଭଞ୍ଜ, ପ୍ରେମସୁଧାନିଧି।
  • ଗ୍ରା. କ୍ରି. ବିଣ — କୁ; ଠାକୁ — To
  • ଗ୍ରା. କ୍ରି. ବିଣ — ଆସିଲେ ଦିବାକର ତାହାଙ୍କ କତିକି—କୃଷ୍ଣସିଂହ, ମହାଭାରତ, ବନ।