କତଲ ରାତି Katala rāti

  • ଦେ. ବି. (ଆ. କତଲ୍ ଓ ସଂ. ରାତ୍ରି) — ମହମ୍ମଦଙ୍କ ସୈନ୍ୟମାନେ ବିପକ୍ଷମାନଙ୍କ ଦ୍ୱାରା କତଲ ବା ହଣା ହୋଇଥିବା ରାତ୍ରି (ମହରମ ଦେଖ) — The night of the third day of Mohorrum