କତର୍ବଘା Katarbaghā

  • ପ୍ରାଦେ. (ସମ୍ବଲପୁର) ବି—(ସଂ. କୃତ ଧାତୁ+ ବ୍ୟାଘ୍ର) — କକୋମିନା; ଶିଶୁମାନଙ୍କୁ ଡରାଇବା ପାଇଁ ସ୍ତ୍ରୀଲୋକଙ୍କ ବର୍ଣ୍ଣିତ କାଳ୍ପନିକ ଜୀବ — Imaginary scarecrow with whose story females frighten children to submission