କତରେଇବା Katareibā

  • ଦେ. କ୍ରୀ. — ଚାଳରୁ ରୁଅ ଉପରେ ପରା ହୋଇଥିବା ବତାକୁ କତା ଦ୍ୱାରା ବୁଣଟ କରିବା — To bind the cleft bamboos on the rafters of a thatch with a string
  • ଦେ. କ୍ରୀ. — (ମାଙ୍କଡ଼ ପରି) ଦାନ୍ତ ଦ୍ୱାରା କଞ୍ଚା ନଡ଼ିଆ ଫଳରୁ କତା ଛଡ଼ାଇବା — To strip the rind from coconut with the teeth
  • ଦେ. କ୍ରୀ. — କତୁରୀ ଦ୍ୱାରା ପତଳା ପତଳା କରି କାଟିବା — To crop with scissors