କତରାପୁରିଆ Katarāpuriā
- ପ୍ରାଦେ. (କଟକ, ପୁରୀ) ବି — ଜାଉଁଳିଆ; ରେଳ—ଜାହାଜ ଆଦି ନ ଥିବା ବେଳେ ବିଦେଶରୁ ଜାଉଁଳି ଦ୍ୱାରା ପଣ୍ୟଦ୍ରବ୍ୟ ଓଡ଼ିଶାକୁ ଆଣି ବିକ୍ରୀ କରୁଥିବା ବ୍ରାହ୍ମଣ ଜାତି ବିଶେଷ। — A caste of Brāhmaṇas who were engaged in the trade of merchandise from Calcutta before the advent of railway