କତମ Katama

  • ସଂ. ସର୍ବନାମ ଓ ବିଣ. (କିମ୍+ ନିର୍ଦ୍ଧାରଣାର୍ଥେ; ତମ) — ଅନେକଙ୍କ ମଧ୍ୟରୁ କୌଣସି ବ୍ଯକ୍ତି ବା ବସ୍ତୁ; ବହୁମଧ୍ୟରୁ କେଉଁ — One out of many