କତ Kata

  • ସଂ. ବି. (କୈ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅତ) — ନିରିମଳା (ଦେଖ) — Nirimaḻa (See)
  • ସଂ. ବି. (କୈ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅତ) — ରିଠା (ଦେଖ) (ହି. ଶବ୍ଦସାଗର) — Riṭhā (See)
  • ଦେ. ବି—(ସଂ. କୃତ ଧାତୁ) — ଲେଖିବାପାଇଁ ପକ୍ଷୀକଲମ ବା କାଠିକଲମ କଟାଯିବା; ଛୁରିଦ୍ୱାରା କଲମର କାଟ — The cutting of a quill or reed pen for writing