କଣ୍ଠୀବଦଳ Kaṇṭhībadaḻa

  • ଦେ. ବି — ବୈଷ୍ଣବ ଓ ବୈଷ୍ଣବୀଙ୍କ ମଧ୍ୟରେ ପରସ୍ପର ତୁଳସୀ— ମାଳା ବଦଳାବଦଳି ହେବାଦ୍ୱାରା ନିଷ୍ପନ୍ନ ବିବାହ — The custom of marriage amongst the Ba̲i̱shṇabas, performed by the exchange of Tulsi-beads between a Ba̲i̱shṇaba and a Ba̲i̱shṇabī