କଣ୍ଠିଛିଣ୍ଡା Kaṇṭhichhiṇḍā
- ଦେ. ବିଣ — ଯେଉଁ ବ୍ଯକ୍ତିର ବୈଷ୍ଣବଧର୍ମ ଓ ଜାତିର ଚିହ୍ନ— ସ୍ୱରୂପ ପିନ୍ଧିଥିବା କଣ୍ଠି ଛିଣ୍ଡାଇ ପକାଇ ଥାଏ, ଅର୍ଥାତ୍ ଯେ ଜାତି ସ୍ୱୀକାର କରେ ନାହିଁ; ଅନ୍ଯ ଧର୍ମ ଗ୍ରହଣ କରିବା ହିନ୍ଦୁ — One who snaps asunder his Kaṇṭhi (Sign of his being a Ba̲i̱shṇaba or Hindu) and of Ba̲i̱shṇabism or Hinduism; an apostate Hindu
- ଦେ. ବିଣ — ହିନ୍ଦୁ ଧର୍ମ ପ୍ରଚଳିତ ଜାତିଭେଦକୁ ସ୍ୱୀକାର କରୁ ନ ଥିବା (ବ୍ଯକ୍ତି) — One who does not recognise or observe the Hindu caste-system