କଣ୍ଠାଝଡ଼ା KaṇṭhāJhaṟḍ̠ā

  • ଦେ. ବି — ଖଳାରେ ଧାନହଳା ରଖିବା ସମୟରେ ବା ଖଳାକୁ ଧାନହଳା ବୋହିବା ବେଳେ ହଳାରୁ ଯେଉଁ ଧାନ ମନକୁ ତଳେ ପଡ଼ିଯାଏ — The grains of paddy fallen from the sheaves while carried to and stored in the grain-yard