କଣ୍ଠାଗ୍ରତ Kaṇṭhāgrata
- ଗ୍ରା ବିଣ. (ସଂ. କଣ୍ଠାଗତ) — କଣ୍ଠାଗତ (ଦେଖ) — Kaṇṭhāgata (See)
- ଗ୍ରା ବିଣ. (ସଂ. କଣ୍ଠାଗତ) — କଣ୍ଠାଗତପ୍ରାଣ (ଦେଖ) — Kaṇṭhāgataprāṅa (See)
- ଗ୍ରା ବିଣ. (ସଂ. କଣ୍ଠାଗତ) — ଅତିଶୟ ବ୍ୟସ୍ତ ବା ଆକ୍ରାନ୍ତ; ବିପନ୍ନ; ବିପଦ୍ଗ୍ରସ୍ତ — Afflicted
- ଗ୍ରା ବିଣ. (ସଂ. କଣ୍ଠାଗତ) — ଆସନ୍ନମୃତ୍ୟୁ — Dying
- ଦେ. ବି — ପ୍ରାଣ କଣ୍ଠାଗତ ହେବାର ଅବସ୍ଥା; ଅତ୍ୟନ୍ତ ଆକ୍ରାନ୍ତ ଅବସ୍ଥା — Distressed condition