କଣ୍ଠସ୍ଥ Kaṇṭhastha
- ସଂ. ବିଣ. (କଣ୍ଠ+ସ୍ଥା ଧାତୁ+କର୍ତ୍ତୃ. ଅ) — ମୁଖସ୍ଥ; ଉତ୍ତମରୂପେ ଅଭ୍ୟସ୍ତ ବା ଆୟତ୍ତୀକୃତ — Got by heart; committed to memory
- ସଂ. ବିଣ. (କଣ୍ଠ+ସ୍ଥା ଧାତୁ+କର୍ତ୍ତୃ. ଅ) — କଣ୍ଠମଧ୍ୟସ୍ଥ — Situate in the gullet
- ସଂ. ବିଣ. (କଣ୍ଠ+ସ୍ଥା ଧାତୁ+କର୍ତ୍ତୃ. ଅ) — କଣ୍ଠମଧ୍ୟକୁ ପ୍ରବିଷ୍ଟ — Enter into the gullet
- ଦେ. ବିଣ — କଣ୍ଠ ପର୍ଯ୍ୟନ୍ତ ଲାଗିଥିବା; ବେଳେ (ଜଳ) — Neck-deep (water)
- ଦେ. ବିଣ — ସ୍ନାନ କରି ଉଭା କଣ୍ଟସ୍ଥ ଜଳେ। ପ୍ରାଚୀ, ପରଚେଗୀତା।