କଣ୍ଠସୂତ୍ର Kaṇṭhasūtra

  • ସଂ. ବି. ( 6 ଷ୍ଠୀ ତତ୍; କଣ୍ଠ+ସୂତ୍ର) — ଗଳାରେ ପିନ୍ଧାଯିବା ସୂତା ପରି ସରୁ ଅଳଙ୍କାର — A string-like ornament worn round the neck
  • ସଂ. ବି. ( 6 ଷ୍ଠୀ ତତ୍; କଣ୍ଠ+ସୂତ୍ର) — ବେକର ମାଳି; ଶୂଦ୍ର ଓ ବୈଷ୍ଣବମାନେ ଗଳାରେ ପିନ୍ଧିବା କାଠର ସରୁ ମାଳି — String of wooden beads worn on the neck by Ṡūdras and Ba̲i̱shṇabas
  • ସଂ. ବି. ( 6 ଷ୍ଠୀ ତତ୍; କଣ୍ଠ+ସୂତ୍ର) — ବେକ କୁଣ୍ଢାଇବା; ଆଲିଙ୍ଗନ — An embrace round the neck