କଣ୍ଠଶ୍ୱାସ Kaṇṭhaṡwāsa

  • ସଂ. ବି. ( 6 ଷ୍ଠୀ ତତ୍; କଣ୍ଠ+ଶ୍ୱାସ) — କଣ୍ଠଦ୍ୱାର ପାଟିବାଟେ ନିଶ୍ୱାସପ୍ରଶ୍ୱାସ ବହିବା — Breathing by the mouth through the throat
  • ସଂ. ବି. ( 6 ଷ୍ଠୀ ତତ୍; କଣ୍ଠ+ଶ୍ୱାସ) — ଅଣଚାଶ ପବନ ବୋହୁଥିବା ପ୍ରାଣାନ୍ତକ ଅବସ୍ଥା — The state of being at the last gasp