କଣ୍ଠରୋଧ Kaṇṭharodha

  • ସଂ. ବି. ( 6 ଷ୍ଠୀ ତତ୍; କଣ୍ଠ+ରୋଧ) — ଗଳାର ସ୍ୱର ଅଟକି ଯିବା — The stoppage of utterance
  • ସଂ. ବି. ( 6 ଷ୍ଠୀ ତତ୍; କଣ୍ଠ+ରୋଧ) — ଗଳା ମଧ୍ୟରେ କୌଣସି ପଦାର୍ଥ ଅଟକି ଯିବାରୁ ଶ୍ୱାସ ପ୍ରଶ୍ୱାସର ରୋଧ — Interruption of respiration due to the blocking up of the gullet; strangulation
  • ସଂ. ବି. ( 6 ଷ୍ଠୀ ତତ୍; କଣ୍ଠ+ରୋଧ) — ଗଳାର ସ୍ୱର କମିଯିବା — The falling of the voice