କଣ୍ଠମାଳା Kaṇṭhamāḻā

  • ସଂ. ବି. ( 6 ଷ୍ଠୀ ତତ୍; କଣ୍ଠ+ମାଳା) — ଗଳାରେ ପିନ୍ଧାଯିବା ଅଳଙ୍କାର; କଣ୍ଠି — Necklace
  • ସଂ. ବି. ( 6 ଷ୍ଠୀ ତତ୍; କଣ୍ଠ+ମାଳା) — ଗଳାରେ ବାହାରିବା ବ୍ରଣରୋଗବିଶେଷ— (ହି. ଶବ୍ଦସାଗର) — A kind of boil on the throat