କଣ୍ଠମଣି Kaṇṭhamaṇi
- ସଂ. ବି. ( 6 ଷ୍ଠୀ ତତ୍; କଣ୍ଠ+ମଣି) — ଗଳାରେ ପିନ୍ଧାଯିବା ରତ୍ନ — A gem worn on the neck
- ସଂ. ବି. ( 6 ଷ୍ଠୀ ତତ୍; କଣ୍ଠ+ମଣି) — କଣ୍ଠହାରର ମଧ୍ୟସ୍ଥ ମଣି — The central gem of a necklace
- ସଂ. ବି. ( 6 ଷ୍ଠୀ ତତ୍; କଣ୍ଠ+ମଣି) — ଘୋଡ଼ାର କଣ୍ଠପାଖେ ଥିବା ଭଉଁରୀ (ହି. ଶବ୍ଦସାଗର) — A whorl at the neck of horse