କଣ୍ଠଦେଶ Kaṇṭhadeṡa
- ସଂ. ବି. (କଣ୍ଠ+ଦେଶ) — ଶରୀରରେ କଣ୍ଠଥିବା ଅଂଶ, ଅର୍ଥାତ୍ ମୁଣ୍ଡ ଓ ଦେହର ମଧ୍ୟବର୍ତ୍ତୀ ସ୍ଥାନ; ବେକ — The portion of body between the head and the trunk; neck
- ସଂ. ବି. (କଣ୍ଠ+ଦେଶ) — କୌଣସି ପଦାର୍ଥର ମୁହଁ ଓ ଦେହର ମଧ୍ୟବର୍ତ୍ତୀ ସରୁଆ ଅଂଶ— (ଯଥା—ବୋତଲ ଓ ମାଠିଆର ବେକ) — The neck or narrow portion between the mouth and the body-proper of a bottle or pitcher