କଣ୍ଠଘଣ୍ଟ Kaṇṭhaghaṇṭa

  • ଦେ. ବି—(ସଂ. କଣ୍ଠ+ଘଣ୍ଟ) — ଏକତ୍ର ସମବେତ ବହୁ— ଲୋକଙ୍କର ମୁଖଧ୍ୱନି; ଜନରବ — Noise of many people in a crowd
  • ଦେ. ବି—(ସଂ. କଣ୍ଠ+ଘଣ୍ଟ) — ଦଶଦିଗ ଧ୍ୱନି ପୂରିଲା ବାଜନ୍ତେ ବାଜି କରି କଣ୍ଠଘଣ୍ଟ। ବଜ୍ରନାଥ. ସମରତରଙ୍ଗ।