କଣ୍ଟ୍ରାକ୍ଟର୍ Kaṇṭrākṭar

  • ବୈଦେ. ବି (ଇଂ. କଣ୍ଟ୍ରାକ୍ଟର୍) — ଠିକାଦାର; ଯେଉଁ ବ୍ଯକ୍ତି ନିର୍ଦ୍ଧାରିତ ବ୍ଯୟ ବା କୁତରେ କୌଣସି କାମ କରିବାକୁ ଭାର ନିଏ — Contractor