କଣ୍ଟ୍ବାଛ୍ କରିବା Kaṇṭbāchh karibā
- ପ୍ରାଦେ. (ସମ୍ବଲପୁର) କ୍ରି — ମାପ ଯୋଖ କରି ହିସାବ କରିବା — To strike up an account after calculation
- ପ୍ରାଦେ. (ସମ୍ବଲପୁର) କ୍ରି — ଭାବି ଚିନ୍ତି ହିସାବ କରିବା — To calculate after much deliberation
- ପ୍ରାଦେ. (ସମ୍ବଲପୁର) କ୍ରି — ଅଗ୍ରପଶ୍ଚାତ୍ ଭାବିବା — To deliberate