କଣ୍ଟୀ Kaṇṭī
- ସଂ. ବିଣ. (କଣ୍ଟ+ଇନ୍; 1 ମା. 1 ବ) — କଣ୍ଟକଯୁକ୍ତ — Thorny (M.W.)
- ସଂ. ବି — କୃଷ୍ଣଚୂଡ଼ାଦିବର୍ଗର ଅଳ୍ପ କଣ୍ଟକମୟ ବୃହତ୍ ବନ୍ୟ କ୍ଷୂପବିଶେଷ — A wild thorny plant; Cæsalpina Dignya
- ସଂ. ବି — [ଦ୍ର—ଏଥିର ପତ୍ରରେ 5 ଠାରୁ 9 ଯୋଡ଼ା ପର୍ଯ୍ୟନ୍ତ ପର୍ଣ୍ଣ ଥାଏ। ଫୁଲ ହଳଦିଆ, ଗୋଲ ଏବଂ କେଶରମୟ; ଏହା ବର୍ଷାଦିନେ ଫୁଟେ; ଏଥିର ଛୁଇଁ ଚେପ୍ଟା, ଦୃଢ଼, ମସୃଣ ଓ 2।3 ଅଙ୍ଗୁଳ ଲମ୍ବ। ଏହା କଷାୟ ରସ; ଛୁଇଁରେ 2।3 ଟି ମଞ୍ଜି ଥାଏ। — [ଦ୍ର—ଏଥିର ପତ୍ରରେ5ଠାରୁ9ଯୋଡ଼ା ପର୍ଯ୍ୟନ୍ତ ପର୍ଣ୍ଣ ଥାଏ ଫୁଲ ହଳଦିଆ, ଗୋଲ ଏବଂ କେଶରମୟ; ଏହା ବର୍ଷାଦିନେ ଫୁଟେ; ଏଥିର ଛୁଇଁ ଚେପ୍ଟା, ଦୃଢ଼, ମସୃଣ ଓ23ଅଙ୍ଗୁଳ ଲମ୍ବ ଏହା କଷାୟ ରସ; ଛୁଇଁରେ23ଟି ମଞ୍ଜି ଥାଏ
- ସଂ. ବି — (ଯୋଗେଶ୍ଚନ୍ଦ୍ର)
- ସଂ. ବି — ଏଥିର ଫୁଲ ମହାଳୟାଶ୍ରାଦ୍ଧରେ ଅନ୍ଯାନ୍ୟ ଫଳମୂଳ ସଙ୍ଗେ ବଢ଼ାଯିବାପାଇଁ ଲୋଡ଼ା ହୁଏ।]
- ସଂ. ବି — ଖଇର ଗଛ — Acacia Catechu (M.W.)
- ସଂ. ବି — ବୃକ୍ଷବିଶେଷ — Achyranthus Aspera (M.W.)
- ସଂ. ବି — କୋଇଲେଖା ଗୁଳ୍ମ — Ruellia Longifolia (M.W.)
- ଦେ. ବି — କଣ୍ଟେଇକୋଳି (ଦେଖ) — Kaṅṭeikoḻi (See)