କଣ୍ଟିଲିଆ Kaṇṭiliā

  • ଦେ. ବିଣ. — ଓଡ଼ିଶାର ଗଡ଼ଜାତ ଖଣ୍ଡପଡ଼ାର କଣ୍ଟିଲୋ ନାମକ (ବାସନ ନିମନ୍ତେ ପ୍ରସିଦ୍ଧ) ସ୍ଥାନରେ ପ୍ରସ୍ତୁତ (ବାସନ) — (utensil) Made in Kaṇṭilo, a village in Khaṇḍapaṟḍ̠ā State famous for its utensils