କଣ୍ଟାସିଧ Kaṇṭāsidha

  • ଦେ. ବି — ବନ୍ୟ ଗୁଳ୍ମବିଶେଷ — A wild plant; Leonotis Nepetæfolia (Haines)
  • ଦେ. ବି — [ଦ୍ର—ଏହା 4 ଫୁଟ ଠାରୁ 7 ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୁଏ। ଏହାର ଫୁଲ ରକ୍ତବର୍ଣ୍ଣ। ଛୋଟନାଗପୁର ଓ ଅନୁଗୁଳ ଅଞ୍ଚଳର ଜଙ୍ଗଲରେ ଓ ଗ୍ରାମମାନଙ୍କ ପାଖରେ ଏହା ଜନ୍ମେ।] — [ଦ୍ର—ଏହା4ଫୁଟ ଠାରୁ7ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୁଏ ଏହାର ଫୁଲ ରକ୍ତବର୍ଣ୍ଣ ଛୋଟନାଗପୁର ଓ ଅନୁଗୁଳ ଅଞ୍ଚଳର ଜଙ୍ଗଲରେ ଓ ଗ୍ରାମମାନଙ୍କ ପାଖରେ ଏହା ଜନ୍ମେ]