କଣ୍ଟାଲଟା Kaṇṭālaṭā

  • ଦେ. ବି. (ସହଚର) — କଣ୍ଟକ ଓ ଲତା ବହୁଳ ସ୍ଥାନମାନ — Places full of thorns and creepers
  • ଦେ. ବି. (ସହଚର) — ତୁମ୍ଭେମାନେ କଣ୍ଟାଲଟାରେ ବୁଲି ମଡ଼ା ତୁଚ୍ଛା ଶ୍ରମ କରି ନ କର ଆଉ ଲୋଡ଼ା। କୃଷ୍ଣସିଂହ, ମହାଭାରତ, ବନ।