କଣ୍ଟାମଣ୍ଟା Kaṇṭāmaṇṭā

  • ଦେ. ବି. (ନିରର୍ଥକ ସହଚର ଦ୍ୱିତୀୟ ଶବ୍ଦ) — ଅନେକଗୁଡ଼ିଏ ମାଛର କଣ୍ଟା — Fish-bones
  • ଦେ. ବି. (ନିରର୍ଥକ ସହଚର ଦ୍ୱିତୀୟ ଶବ୍ଦ) — ରଙ୍କୁଣୀ ପାଇଛି ଇଲିଶି, କଣ୍ଟାମଣ୍ଟା କରି ଗିଳୁଛି—ଢଗ।
  • ଦେ. ବି. (ନିରର୍ଥକ ସହଚର ଦ୍ୱିତୀୟ ଶବ୍ଦ) — ବହୁ କଣ୍ଟକ — Many thorns