କଣ୍ଟାଭରନ୍ Kaṇṭābharan

  • ପ୍ରାଦେ. (ସମ୍ବଲପୁର) ବିଣ — ଦୀର୍ଘସୂତ୍ରୀ; ଯେଉଁ ବ୍ଯକ୍ତି ବାଟରେ ଏଣେତେଣେ ବହୁତ ଅଟକି ଯାଇ ସମୟ ନଷ୍ଟ କରେ ଓ ଅସଲ କାମରେ ହେଳା କରେ — (a person) who idles away time by lingering on the way; dilatory; procrastinating