କଣ୍ଟାବାଡ଼ରେ ଲୁଗା ପକାଇ କଳି କରିବା Kaṇṭā bāṟḍ̠are lugā pakāi kaḻ karibā

  • ଦେ. କ୍ରି — ପରକୁ କଳି କରିବାକୁ ପ୍ରଥମେ ଉତ୍ତେଜିତ କରି ନିଜେ ବୃଥା ଉତ୍ତେଜିତ ବ୍ଯକ୍ତି ସହିତ କଳି କରିବା — To quarrel with a person after provoking him to quarrel; to pick up or provoke a quarrel