କଣ୍ଟାବଉଳ Kaṇṭābauḻa

  • ପ୍ରାଦେ. (ଗଡ଼ଜାତ) ବି — ବନ୍ୟ ବୃକ୍ଷବିଶେଷ — A kind of wild tree
  • ପ୍ରାଦେ. (ଗଡ଼ଜାତ) ବି — [ଦ୍ର—ଏ ଗଛ ପାଞ୍ଚ ହାତ ପର୍ଯ୍ୟନ୍ତ ଉଚ୍ଚ ହୁଏ। ଗଛ ଦେହରେ ଛୋଟ ଛୋଟ କଣ୍ଟା ଥାଏ। ଏହାର ପତ୍ର ଆଙ୍ଗୁଠି ପରି ସରୁ; କୋଳି ବଉଳ କୋଳି ପରି। କୋଳି ପାଚିଲେ ଲୋକେ ଏହାକୁ ଖାଆନ୍ତି।]