କଣ୍ଟାପାନିଆଁ Kaṇṭāpāniāñ

  • ଦେ. ବି. (ସହଚର) — ଜୁଡ଼ାରେ ଖୋସିବା ପାଇଁ ବ୍ଯବହୃତ କଣ୍ଟା ଓ ବାଳ କୁଣ୍ଡାଇବା ପାଇଁ ବ୍ଯବହୃତ ପାନିଆଁ। (ସ୍ତ୍ରୀଲୋକମାନଙ୍କର କେଶ— ବିନ୍ୟାସରେ ବ୍ଯବହୃତ ଦିଓଟି ଉପକରଣ) — Hair-pin and comb