କଣ୍ଟାପଲାଶ Kaṇṭāpaḻāṡa

  • ଦେ. ବି. (ସଂ. କଣ୍ଟକ+ପଲାଶ) — ଏକପ୍ରକାର ବନ୍ୟ— ଗୁଳ୍ମ — Cochlospermum Gossypum (Haines); Bombax Gossypium (Kirtikar)
  • ଦେ. ବି. (ସଂ. କଣ୍ଟକ+ପଲାଶ) — [ଦ୍ର—ଏହା ଉତ୍ତର— ପଶ୍ଚିମ ପ୍ରଦେଶ ଓ ଓଡ଼ିଶାରେ ଜନ୍ମେ। ଏହାର ଶାଖା ପ୍ରଚୁର ଓ ଚାରିଆଡ଼କୁ ବିସ୍ତୃତ। ଏହା ପ୍ରତି ବର୍ଷ ପତ୍ରଝଡ଼ା ଦିଏ। ଏହାର ବକଳା ମୋଟ ଓ ଅଂଶୁମୟ; ଭିତରର ମଞ୍ଜ ନାଲି; କାଠ ଅତିଶୟ ମସକା; ଫୁଲ ଅତି ସୁନ୍ଦର ଓ ନାଲି; ମଞ୍ଜିର ଖୋଳପା ଭିତରେ ଚିକ୍କଣିଆ ରସ ଥାଏ। କଫ ଓ ମେହ ରୋଗରେ ଏହା ଔଷଧରୂପେ ବ୍ଯବହୃତ ହୁଏ।]