କଣ୍ଟାନେଉଟିଆ Kaṇṭāneuṭiā

  • ଦେ. ବି. (ସଂ. କଣ୍ଟକ+ ଲୁଣ୍ଟକ; ସଂ. ନାମ ତଣ୍ଡୁଳୀୟ, ମାରିଷ) — କଣ୍ଟାମାରିଶ; କଣ୍ଟା— ଲେଉଟିଆ; କାଣିଲେଉଟିଆ; କଣ୍ଟକଯୁକ୍ତ ଶାକବିଶେଷ — The prickly Amaranath; a kind of thorny pot-herb growing wild; Amarantus Spinosus