କଣ୍ଟାଖାଈ Kaṇṭākhāī

  • ଦେ. ବି. ସ୍ତ୍ରୀ. (ସଂ. କାତ୍ୟାୟନୀ) — ପୁରାଣ ବର୍ଣ୍ଣିତ ଠାକୁରାଣୀ ବା ଦେବୀବିଶେଷ; ଦୁର୍ଗା — A mythological Goddess
  • ଦେ. ବି. ସ୍ତ୍ରୀ. (ସଂ. କାତ୍ୟାୟନୀ) — (ଗାଳି) ଦୁଷ୍ଟା ସ୍ତ୍ରୀ; ଡାହାଣୀ — (a term of abuse) Witch; virago