କଣ୍ଟାକୁସୁମ Kaṇṭākusuma

  • ଦେ. ବି. (ସଂ କଣ୍ଟକ+ କୁସୁମ)= ବବୁର ଗଛ (ଦେଖ) — Acacia (tree)
  • ଦେ. ବି. (ସଂ କଣ୍ଟକ+ କୁସୁମ)= ଅଗରା ଗୁଳ୍ମ — Gamboje Thistle or Mexican poppy; Alpinia; Argemone Mexicana
  • ଦେ. ବି. (ସଂ କଣ୍ଟକ+ କୁସୁମ)= [ଦ୍ର—ପଡ଼ିଆ ଓ ବିଲରେ ଖରାଦିନେ ଉଠିଥିବା ବର୍ଷାୟୁ କଣ୍ଟକ ଗୁଳ୍ମବିଶେଷ। ଏହାର ଡେମ୍ଫ ଧଳା, ପତ୍ର ଆଶୁକ୍ଳ, ଦନ୍ତୁର ଓ କଣ୍ଟକଯୁକ୍ତ; ଫୁଲ ଷଟ୍ଦଳ ଓ ହଳଦିଆ। ଏ ଗଛର ରସ ହଳଦିଆ; ଫଳ କଣ୍ଟକାକୀର୍ଣ୍ଣ ବାଇଗବା ଫଳ ପରି। ଏହାର ମଞ୍ଜି କଳାଜୀରା ପରି। ଏ ମଞ୍ଜିରୁ ତେଲ ବାହାରେ। ଏ ଗୁଳ୍ମର ନିର୍ଯାସ ଓ ମଞ୍ଜିର ତେଲ କାଛୁରେ ଲଗାଯାଏ।
  • ଦେ. ବି. (ସଂ କଣ୍ଟକ+ କୁସୁମ)= ଏହାର ମୂଳ (ସଂ. ଚୋକ) ତିକ୍ତ, ରେଚକ, ଭେଦକ, ଉତ୍— କ୍ଳେଶଜନକ ବା ବମନବେଗକାରକ। ଏହା କୃମି, କଣ୍ଡୁ, ବିଷ— ଦୋଷ, ଅନାହ, କଫ, ରକ୍ତପିତ୍ତ ଓ କୁଷ୍ଠନାଶକ।]