କଣ୍ଟାକଣ୍ଟ୍ Kaṇṭākaṇṭ

  • ଦେ. ବିଣ ଓ କ୍ରି. ବିଣ — ପରସ୍ପର ସହିତ ସର୍ବାଂଶରେ ସମାନ — Exactly fitting or tallying with each other
  • ଦେ. ବିଣ ଓ କ୍ରି. ବିଣ — ମାପକୁ ଚାହିଁ ଠିକ୍ ସମାନ — Exact to the measure