କଣ୍ଟା ଗଳିବା Kaṇṭā gaḻibā

  • ଦେ. ବି — (ଚାଲିଲା ବେଳେ ଅଜାଣତରେ କଣ୍ଟା ଉପରେ ଗୋଡ଼ ବା ଅନ୍ଯ ଅଙ୍ଗ ପଡ଼ିଯିବାରୁ) ଗୋଡ଼ ବା ଅନ୍ଯ ଅଙ୍ଗରେ କଣ୍ଟା ପଶିଯିବା — Being pricked by a thorn; a thorn or nail entering into the foot or other limb of the way-farer