କଣ୍ଟକେ କଣ୍ଟ୍ Kaṇṭke kaṇṭ

  • ପ୍ରାଦେ. (ସମ୍ବଲପୁର) ବିଣ. ଓ କ୍ରି. ବିଣ. — ମାପ ମୁତାବକ ଠିକ୍ ସମାନ — Exact to the measure
  • ପ୍ରାଦେ. (ସମ୍ବଲପୁର) ବିଣ. ଓ କ୍ରି. ବିଣ. — ଠିକ୍ଠାକ୍; ବେଶି ନୁହେ ବା କମି ନୁହେ — Exactly fitting; neither more nor less