କଣ୍ଟକିବା Kaṇṭakibā

  • ଦେ. (ପଦ୍ଯ) କ୍ରି—(ସଂ. କଣ୍ଟକିତ) — ରୋମାଞ୍ଚିତ ହେବା; (ରୋମ) ଟାଙ୍କୁରି ଉଠିବା — To be horripilated; (the hairs) to stand on ends
  • ଦେ. (ପଦ୍ଯ) କ୍ରି—(ସଂ. କଣ୍ଟକିତ) — କେତେବେଳେ ସ୍ୱର ନୋହଇ ବାହାର କଣ୍ଟକେ ରୋମ ନିକର। ଦୀନକୃଷ୍ଣ, ରସକଲ୍ଲୋଳ।