କଡ଼୍ଲାଇନ୍ Kaṟḍ̠lāin

  • ବୈଦେ. ବି.—(ଇଂ. କର୍ଡ଼ ଲାଇନ୍=ଜ୍ୟାମିତିକ କର୍ଣ୍ଣ ରେଖା) — କୌଣସି ସ୍ଥାନକୁ ଯିବା ପାଇଁ କର୍ଣ୍ଣମାର୍ଗରେ ପ୍ରସ୍ତୁତ ସଡ଼କ ବା ରେଳରାସ୍ତା — Chordline (road or railway)