କଠିନଦଣ୍ଡ Kaṭhinadaṇḍa

  • ସଂ. ବି. (କର୍ମଧା; କଠିନ+ଦଣ୍ଡ) — ଶକ୍ତ ପରିଶ୍ରମ — Hard labour
  • ସଂ. ବି. (କର୍ମଧା; କଠିନ+ଦଣ୍ଡ) — କଠୋର ଦଣ୍ଡ — Severe punishment