କଠାଉଆ ଗଣ୍ଠି Kaṭhāuā gaṇṭhi

  • ଦେ. ବି. (ଏହି ଗଣ୍ଠି କଠାଉ ଗୋଡ଼ ପରି କରାଯିବାରୁ ଚାଳ ଘରର ଦୁଇ ଶେଣୀର ମୁଣ୍ଡରେ ଥିବା ପିଛା ଗଣ୍ଠି; ତୁଣ୍ଡାଗଣ୍ଠି — The tenon and mortise joints made at the ends or the wall-plates of a thatched house to fit into each other