କଠା ପଡ଼ିଯିବା Kaṭhā paṟḍ̠ij̄ibā

  • ଦେ. ବି. — ହାତର ମୁଠା ଦୃଢ଼ବନ୍ଧନଦ୍ୱାରା ଜାବୁଡ଼ି ହୋଇ ରହିଯିବା ଅବସ୍ଥା — Firm grip of the hands
  • ଦେ. ବି. — ଦୁଇହାତକୁ କତୁରୀ ପରି କରି ତହିଁ ମଧ୍ୟରେ କୌଣସି ବସ୍ତୁକୁ (ଯଥା—ଅନ୍ଯ କୌଣସି ବ୍ଯକ୍ତିର ବେକ) ଚିପି ଧରି ଥିବା ଅବସ୍ଥାରେ ଚିପିବା ଲୋକର ମାନସିକ ଉତ୍ତେଜନା ଯୋଗୁଁ ଉକ୍ତ ବନ୍ଧନ ଦୃଢ଼ତର ହୋଇ ନ ଫିଟିବା ଅବସ୍ଥା; ଶାଙ୍କୁଳି ପଡ଼ିଯିବା — The rigidity of two hands while clutching a thing as in a vice, caused by a paroxysm of feelings in the holder