କଠଲା Kaṭhalā

  • ଦେ. ବି. (ସଂ. କାଷ୍ଠ) — ଲୁହାବାଡ଼ ଦିଆ କାଷ୍ଠାସନ— (ହାତୀର ଗଦି ଉପରେ ଲୋକେ ବସିବା ପାଇଁ ଏହା ଦଉଡ଼ିଦ୍ୱାରା ଭିଡ଼ାଯାଏ।) — A wooden frame put on elephant and used as chair