କଠଉଚିହ୍ନ Kaṭhauchihna
- ଦେ. ବି. — ଭୂମି ଉପରେ ପଡ଼ିଥିବା ଖଡ଼ମର ଦାଗ — Trace or print left on the earth by wooden sandals
- ଦେ. ବି. — ନାଗ ଆଦି ସାପଙ୍କ ଫଣା ଉପରେ ଥିବା ପାଦୁକାକାର କୃଷ୍ଣବର୍ଣ୍ଣ ଚିହ୍ନ — Sandal or bracket shaped black mark found on the hood of the cobra and other poisonous snakes
- ଦେ. ବି. — [ଦ୍ର—ପୁରାଣରେ ଅଛି ଯେ ଶ୍ରୀକୃଷ୍ଣ କାଳିୟ ନାଗକୁ ଦଳନ କଲା ବେଳେ କଠଉ ମାଡ଼ି ତା ଫଣା ଉପରେ ଠିଆ ହୋଇଥିଲେ। ସେହି ଦିନୁଁ ନାଗ ଆଦି କାଳିୟ ସର୍ପର ବଂଶଧରଙ୍କ ଫଣାରେ ଶ୍ରୀକୃଷ୍ଣଙ୍କ କଠଉଚିହ୍ନ ରହିଯାଇ ଅଛି।]