କଟ୍ୱଙ୍ଗ Kaṭwaṅga

  • ସଂ. ବି. (ବହୁବ୍ରୀହି; କଟୁ+ଅଙ୍ଗ) — ଫଣଫଣା (ଦେଖ) — Phaṇaphaṇā (See)
  • ସଂ. ବି. (ବହୁବ୍ରୀହି; କଟୁ+ଅଙ୍ଗ) — (ନାମ) ସୂର୍ଯ୍ୟବଂଶୀୟ ରାଜାବିଶେଷ; ଦିଲୀପ — Name of a king of the Solar dynasty
  • ସଂ. ବିଣ. ପୁଂ — ଯାହାର ଅଙ୍ଗ କଠିନ; କଠିନାଙ୍ଗ — Sturdy; hard-limbed