କଟୋଳ Kaṭoḻa

  • ସଂ. ବି. (କଟ୍ ଧାତୁ=ଆଚ୍ଛାଦନ କରିବା+ଓଳ) — ଚଣ୍ଡାଳ — The Chaṇdāḻa or sweeper caste
  • ସଂ. ବି. (କଟ୍ ଧାତୁ=ଆଚ୍ଛାଦନ କରିବା+ଓଳ) — କଟୁରସଯୁକ୍ତ ବସ୍ତୁ — Article having a pungent taste